ବସ୍ତି ପିଲାଙ୍କ ପାଇଁ ମା’ ଯଶୋଦା ସାଜିଛନ୍ତି କିନ୍ନର ମେନକା

ଭୁବନେଶ୍ବର : ସେ ମହିଳା ନୁହଁନ୍ତି କି ତାଙ୍କର ଗର୍ଭଧାରଣ କରିବାର କ୍ଷମତା ବି ନାହିଁ। ଭଗବାନ୍‌ ତାଙ୍କୁ ସେ ସୁଯୋଗ ଦେଇନାହାନ୍ତି। କିନ୍ତୁ ମମତା ଡୋରିରେ ସେ ବହୁ ଗରିବ, ନିରୀହ ବସ୍ତି ପିଲାଙ୍କୁ ବାନ୍ଧି ରଖିପାରିଛନ୍ତି। ସେ ହେଲେ ଗଣପତି ବସ୍ତିରେ ରହୁଥିବା ମେନକା କିନ୍ନର। ପିଲାଟି ଦିନୁ ମା’ର ମମତା ପାଇଁ ବ୍ୟାକୁଳ ଓ ସମାଜର ତିରସ୍କାରରେ ଜର୍ଜରିତ ମେନକାଙ୍କୁ ସମୟ କଠୋର୍‌ କରିପାରିନାହିଁ। ଛୋଟ … Continue reading ବସ୍ତି ପିଲାଙ୍କ ପାଇଁ ମା’ ଯଶୋଦା ସାଜିଛନ୍ତି କିନ୍ନର ମେନକା